Krishna Books

Krishna Books ପୁସ୍ତକ ପ୍ରକାଶକ /ବିତରକ /ବିକ୍ରେତା
କ୍ରିଷ୍ଣା ବୁକ୍ସ -ଯେଉଁଠାରେ ଶବ୍ଦ ମାନେ ଜ୍ଞାନ କୁ ଭେଟନ୍ତି
(3)

03/01/2026
03/01/2026
Krishna Books ରୁ ପ୍ରକାଶିତ, ପଣ୍ଡିତ ରଘୁନାଥ ବିଶିଙ୍କ "ଉପନିଷଦ " ଓ Bibhuti Bhusan Hota ଙ୍କ ଗଳ୍ପ ସଂକଳନ " #ରଙ୍ଗଛୁଆଁ " ଉନ୍ମୋଚନ ଅବ...
03/01/2026

Krishna Books ରୁ ପ୍ରକାଶିତ, ପଣ୍ଡିତ ରଘୁନାଥ ବିଶିଙ୍କ "ଉପନିଷଦ " ଓ Bibhuti Bhusan Hota ଙ୍କ ଗଳ୍ପ ସଂକଳନ " #ରଙ୍ଗଛୁଆଁ " ଉନ୍ମୋଚନ ଅବସରରେ ଅତିଥି ମାନଙ୍କ ସହିତ.

ଏବେ ଏହି ୨ଟି ପୁସ୍ତକ Flipkart ରେ ଉପଲବ୍ଧ
Yudhisthir Hota Sujata Mohapatra Kalpataru Panda Nabaranjan Palatasingh Aparna Panda Bishwajit Hota Rajanikanta Panda DIVYA GYAN Biswa Mahapatr

ଆସନ୍ତା ତା 25/12/2025ରିଖ ଗୁରୁବାର ଦିନ Krishna Books Publication ର ପ୍ରଥମ ପ୍ରକାଶିତ ପୁସ୍ତକ ପଣ୍ଡିତ ରଘୁନାଥ ବିଶି ଙ୍କର " #ଉପନିଷଦ ...
21/12/2025

ଆସନ୍ତା ତା 25/12/2025ରିଖ ଗୁରୁବାର ଦିନ Krishna Books Publication ର ପ୍ରଥମ ପ୍ରକାଶିତ ପୁସ୍ତକ ପଣ୍ଡିତ ରଘୁନାଥ ବିଶି ଙ୍କର " #ଉପନିଷଦ " (୯ ଟି ଉପନିଷଦ ର ଓଡ଼ିଆ ଅନୁବାଦ,) ଏବଂ ଗାଳ୍ପିକ ବିଭୁତି ଭୂଷଣ ହୋତା ଙ୍କର " #ରଙ୍ଗଛୁଆଁ " ଉନ୍ମୋଚିତ ହେବ.
ଆଶା ଓ ବିଶ୍ୱାସ ଆପଣଙ୍କର ଭଲପାଇବା ଓ ଭରସା ଅତୁଟ ରଖିବେ.

Biswa Mahapatr Kalpataru Panda Sujata Mohapatra Nabaranjan Palatasingh Aparna Panda Yudhisthir Hota Basanta Uttarkabata Rajanikanta Panda Bishwajit Hota Srichandan Biswal Santosh Dash Satyaprakash Panda Soumyaranjan Acharya Ajaya Kumar Panda Churchhil Bohidar Sitansu Sekhar Dash DIVYA GYAN Harihara Badapanda Krishna Astrocare Stuti Sinha Tripathi Biswa Biswa Priyaranjan Swain Pradeep Mohapatra

ଆଜି ତା 11/12/2025ରିଖ. ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ ରେ PEN IN BOOKS ରୁ ପ୍ରକାଶିତ ହୋଇଛି ଗାଳ୍ପିକ Bibhuti Bhusan Hota ଙ୍କର ଏକ ନ...
11/12/2025

ଆଜି ତା 11/12/2025ରିଖ. ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ ରେ PEN IN BOOKS ରୁ ପ୍ରକାଶିତ ହୋଇଛି ଗାଳ୍ପିକ Bibhuti Bhusan Hota ଙ୍କର ଏକ ନୂତନ ଗଳ୍ପ ସଂକଳନ "ଟାକୁଆ ". ଏହି ସଂକଳନ ରେ 45ଟି ଗଳ୍ପ ସଂକଳିତ ହୋଇଛି. ଏହି ଉନ୍ମୋଚନ ପର୍ବରେ ଉପସ୍ଥିତ ଥିଲେ ଦୁଇ ପ୍ରଖ୍ୟାତ ଲେଖକ Sj. Bhima Prusty sir ଓ ଶ୍ରୀଯୁକ୍ତ ତରୁଣକାନ୍ତି ମିଶ୍ର sir,Prof. Dr. Mamata Panda Madam. ପ୍ରକାଶକ ଶ୍ରୀଯୁକ୍ତ ଶୁଭ୍ରାଂଶୁ ପଣ୍ଡା sir. ବିଶିଷ୍ଟ କବି ଶ୍ରୀଯୁକ୍ତ ପବିତ୍ର ମୋହନ କର ମହୋଦୟ.
ଏହି ଅବସରରେ Krishna Books ଗାଳ୍ପିକ ଙ୍କୁ ଅନେକ ଶୁଭେଚ୍ଛା ଜଣାଉଛି.
Biswa Mahapatr Nabaranjan Palatasingh Debasish Samantaray Yudhisthir Hota Sujata Mohapatra Mahadeb Pradhan Micky Hota Basanta Uttarkabata Aditya Bharat Kalpataru Panda Sanghamitra Panda Banshi Dhara Apanda Banshi Aparna Panda Sibaprasad Panda Padma Charan Sahoo

Must watch
28/11/2025

Must watch

Odia Story "Muhan" by Janhapa Ra Gaoabala Bibhu Hota ...

"ଠିଆ ପୁଚି ନାରଙ୍ଗ " ଗଳ୍ପ ସଂକଳନ ନିମନ୍ତେ ଚଳିତ ବର୍ଷ "ସୋଆ ଯୁବସାହିତ୍ୟିକ ପୁରସ୍କାର " ଲାଭକରିବେ ଗାଳ୍ପିକ ସୂର୍ଯ୍ୟସ୍ନାତ ତ୍ରିପାଠୀ.ଏହି ...
15/11/2025

"ଠିଆ ପୁଚି ନାରଙ୍ଗ " ଗଳ୍ପ ସଂକଳନ ନିମନ୍ତେ ଚଳିତ ବର୍ଷ "ସୋଆ ଯୁବସାହିତ୍ୟିକ ପୁରସ୍କାର " ଲାଭକରିବେ ଗାଳ୍ପିକ ସୂର୍ଯ୍ୟସ୍ନାତ ତ୍ରିପାଠୀ.
ଏହି ଗଳ୍ପ ସଂକଳନ ଏବେ Krishna Books Re ଉପଲବ୍ଧ.
Biswa Mahapatr Bibhuti Bhusan Hota Parambrahma Tripathy Badal Mohantty
ରେ ମଧ୍ୟ ଏହି ଗଳ୍ପ ସଂକଳନତି ପାଇ ପାରିବେ

ଡ. ଅରୁଣ କୁମାର ସାହୁ, ମୁଖ୍ୟତଃ ଜଣେ ରାଜନେତା ଭାବରେ ସୁପରିଚି଼ତ। କିନ୍ତୁ ଛାତ୍ର ଜୀବନରୁ ସେ ଜଣେ ସୃଜନଶୀଳ ବ୍ୟକ୍ତିତ୍ୱ। କଥା, କବିତା, ମନନଶ...
16/08/2025

ଡ. ଅରୁଣ କୁମାର ସାହୁ, ମୁଖ୍ୟତଃ ଜଣେ ରାଜନେତା ଭାବରେ ସୁପରିଚି଼ତ। କିନ୍ତୁ ଛାତ୍ର ଜୀବନରୁ ସେ ଜଣେ ସୃଜନଶୀଳ ବ୍ୟକ୍ତିତ୍ୱ। କଥା, କବିତା, ମନନଶୀଳ ଆଲୋଚନା ରଚନା ସହ ସମ୍ପାଦନାରେ ମଧ୍ୟ ସେ ସିଦ୍ଧହସ୍ତ। ମଣିଷ ଚରିତ୍ରଙ୍କୁ ବାଦ୍ ଦେଇ ଓଡ଼ିଆ ଭାଷାରେ ଲିଖିତ ଗଳ୍ପକୁ ନେଇ ସେ ସମ୍ପାଦନା କରିଛନ୍ତି ‘ମଣିଷ ବ୍ୟତିରେକ’ ସଙ୍କଳନ। ଯୁବ କଥା ଶିଳ୍ପୀଙ୍କ ଗଳ୍ପକୁ ନେଇ ସମ୍ପାଦନା କରିଛନ୍ତି ଗଳ୍ପ ସଙ୍କଳନ ‘ଯୁବତ୍ୱ’। ସମ୍ପାଦନାପାଇଁ ରାଜଧାନୀ ପୁସ୍ତକମେଳା ପୁରସ୍କାର ସମେତ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ। ଜଣେ ବାଗ୍ନୀ ଓ ଦର୍ଶନ ସମ୍ବଳିତ ଆଲେଖ୍ୟ ରଚନାପାଇଁ ସେ ସ୍ୱତନ୍ତ୍ର। ଏହି ‘ସାଇତା ସତ’ ସଙ୍କଳନ ତାଙ୍କର ଏକ ଅଭିନବ ପରିକଳ୍ପନା। ନିଜ ଆତ୍ମଜୀବନୀରେ ଜୀବନର ନିଷ୍ଠୁର ସତ୍ୟକୁ ପରିବେଷର କରିଥିବା ବହୁ ବିଶିଷ୍ଟ ଓଡ଼ିଆଙ୍କୁ ଗୋଟିଏ ସୂତ୍ରରେ ଗୁନ୍ଥିଛନ୍ତି ସଙ୍କଳକ ଡ଼. ସାହୁ। ସତ କହିବାକୁ ଓ ସତ ଶୁଣିବାକୁ ସାହାସ ଥିବା ପାଠକମାନଙ୍କପାଇଁ ଏହା ଏକ ଅନବଦ୍ୟ ସଙ୍କଳନ।
ଏହି ସଂକଳନ ଏବେ Krishna Books ରେ ଉପଲବ୍ଧ.

Follow

Address

Main Road Baghamari
Khurda

Telephone

+919776629436

Website

Alerts

Be the first to know and let us send you an email when Krishna Books posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Krishna Books:

Share