MoBhai Balasore

MoBhai Balasore MoBhai your apna Delivery Bhai..

ଖାଇ ଦେଖ ଥରେ "ମୋ ଭାଇ" ପ୍ରସାଦ ମନରେ ଭରିଯିବ କେତେ ଆନନ୍ଦ.www.bls.mobhai.com
19/01/2022

ଖାଇ ଦେଖ ଥରେ "ମୋ ଭାଇ" ପ୍ରସାଦ ମନରେ ଭରିଯିବ କେତେ ଆନନ୍ଦ.

www.bls.mobhai.com

24/07/2021
Hello All,Welcome to MO BHAI BalasoreNow order your delicious food and enjoy your sunday lunch with your loved one...Sta...
23/07/2021

Hello All,

Welcome to MO BHAI Balasore

Now order your delicious food and enjoy your sunday lunch with your loved one...

Stay Home Stay Safe

Regards
MO BHAI
BALASORE

For more details
☎️9439091061
www.bls.mobhai.com

Mithe Gud Me Mil Gaya Til, Udi Patang Or Khil Gaya Dil, Har Pal Sukh Or Har Din Shanti, Aap Sabke Liye Laaye Happy Rajo!...
15/06/2021

Mithe Gud Me Mil Gaya Til, Udi Patang Or Khil Gaya Dil, Har Pal Sukh Or Har Din Shanti, Aap Sabke Liye Laaye Happy Rajo!!!

Order your favourite food and enjoy the festival with your loved one.

stay safe and stay home.

Pre Booking Available for 16-June -2021
Lunch Delivery Time -1:30 PM onwards
Dinner Delivery Time- 8:00PM onwards

www.bls.mobhai.com
☎️9439091061

କରୋନା ପାଇଁ ଲକଡାଉନରେ ରଜ, ଘରେ ସଜବାଜ। ଅନଲାଇନ୍ ପ୍ରତିଯୋଗିତାରେ ଭାଗନେଉଛନ୍ତି ଝିଅ।' ମୋ ଭାଇ' ପକ୍ଷରୁ ଲଞ୍ଚ୍ ଓ ଡିନର୍ ବକ୍ସରେ ମିଳୁଛି ସେ...
14/06/2021

କରୋନା ପାଇଁ ଲକଡାଉନରେ ରଜ, ଘରେ ସଜବାଜ। ଅନଲାଇନ୍ ପ୍ରତିଯୋଗିତାରେ ଭାଗନେଉଛନ୍ତି ଝିଅ।' ମୋ ଭାଇ' ପକ୍ଷରୁ ଲଞ୍ଚ୍ ଓ ଡିନର୍ ବକ୍ସରେ ମିଳୁଛି ସୌଜନ୍ୟମୂଳକ ରଜ ପାନ।
https://sakalaepaper.com/view/1558/balasore

www.bls.mobhai.com
☎️9439091061

ମୋ ଭାଇ ର ରଜ ସ୍ପେଶାଲ ମେନୁ କାର୍ଡ...ନିଜ ପାଇଁ ଓ ପରିବାର ପାଇଁ ପସନ୍ଦ ର ଖାଇବା ଅର୍ଡ଼ର କରନ୍ତୁ,ଖୁସି ରୁହନ୍ତୁ.Pre Booking Available f...
13/06/2021

ମୋ ଭାଇ ର ରଜ ସ୍ପେଶାଲ ମେନୁ କାର୍ଡ...
ନିଜ ପାଇଁ ଓ ପରିବାର ପାଇଁ ପସନ୍ଦ ର ଖାଇବା ଅର୍ଡ଼ର କରନ୍ତୁ,
ଖୁସି ରୁହନ୍ତୁ.

Pre Booking Available for 16-June -2021
Lunch Delivery Time -1:30 PM onwards
Dinner Delivery Time- 8:00PM onwards

www.bls.mobhai.com
☎️9439091061

ବନସ୍ତେ ଡାକିଲା ଗଜବରଷକେ ଥରେ ଆସିଛି ରଜ ଲୋଘେନି ନୂଆ ସଜବାଜ.ଓଡ଼ିଶା ର ଏକ ପ୍ରମୁଖ ଗଣ ପର୍ବ ରଜରେ ସମସ୍ତ ଓଡିଆ ଭାଇ ଓ ଭଉଣୀ ମାନଙ୍କୁ *ମୋ ଭା...
13/06/2021

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ ଲୋ
ଘେନି ନୂଆ ସଜବାଜ.

ଓଡ଼ିଶା ର ଏକ ପ୍ରମୁଖ ଗଣ ପର୍ବ ରଜରେ ସମସ୍ତ ଓଡିଆ ଭାଇ ଓ ଭଉଣୀ ମାନଙ୍କୁ *ମୋ ଭାଇ* ପରିବାର ତରଫ୍ ରୁ ଅନେକ୍ ଅନେକ୍ ଶୁଭେଚ୍ଛା ଓ ଶୁଭକାମନା.

ରଜ ରେ ସ୍ଵାଦିଷ୍ଟ ଖାଦ୍ୟ ଖାଇ ନିଜ ପରିବାର ସହିତ ସୁରକ୍ଷିତ ଓ ସୁସ୍ଥ ରୁହନ୍ତୁ.

Pre Booking Available for 16-June -2021(only for Raja)
Lunch Delivery Time -1:30 PM onwards
Dinner Delivery Time- 8:00PM onwards

www.bls.mobhai.com
☎️9439091061

   ବିରିୟାନୀ ଖାଇବା ଲୁଡୁ ଖେଳିବାଘରେ ରହିବା ନିଜ ସହ ଅନ୍ୟ କୁ ସୁରକ୍ଷିତ ରଖିବାମୋ ଭାଇ ଠୁ ରଜ ପର୍ବ ର ସ୍ପେଶାଲ ବିରିୟାନୀ ଖାଇବା. ବୁଧବାର ଓ...
12/06/2021





ବିରିୟାନୀ ଖାଇବା ଲୁଡୁ ଖେଳିବା
ଘରେ ରହିବା ନିଜ ସହ ଅନ୍ୟ କୁ ସୁରକ୍ଷିତ ରଖିବା

ମୋ ଭାଇ ଠୁ ରଜ ପର୍ବ ର ସ୍ପେଶାଲ ବିରିୟାନୀ ଖାଇବା.

ବୁଧବାର ଓ ରବିବାର ରାତି
ମୋ ଭାଇ ଆମ ଖୁସୀ ର ସାଥି

☎️09439091061
https://bls.mobhai.com

Address

Artakabiraj Road, Motiganj
Balasore

Alerts

Be the first to know and let us send you an email when MoBhai Balasore posts news and promotions. Your email address will not be used for any other purpose, and you can unsubscribe at any time.

Share