dasprabhas06

dasprabhas06 instagram.com/dasprabhas06

କାସ୍ ଏ ଅଜଣା ସହର ଭିତରେ ତୋ ସାଙ୍ଗ ରେଦେଖା ହୋଇଯାନ୍ତା କି..।ଆଗ ପଛ ନ ଭାବି ତ ହାତକୁ ଧରି ରାସ୍ତା ରେ ଚାଲନ୍ତି ମନ ର ସବୁ କଥା ତତେ କହି ମନ ...
23/08/2023

କାସ୍ ଏ ଅଜଣା ସହର ଭିତରେ ତୋ ସାଙ୍ଗ ରେ
ଦେଖା ହୋଇଯାନ୍ତା କି..।

ଆଗ ପଛ ନ ଭାବି ତ ହାତକୁ ଧରି ରାସ୍ତା ରେ ଚାଲନ୍ତି ମନ ର ସବୁ କଥା ତତେ କହି ମନ ଟାକୁ ହାଲକା କରିଦିଅନ୍ତି..।

ଏ ଅଜଣା ସହର ଭିତରେ ଆମକୁ ଲୋକ ଦେଖି ପାରିଲେ ବି ଚିହ୍ନି ପାରି ନ ଥାନ୍ତେ।

ଏ ଅଜଣା ସହର ଭିତରେ ଲୋକ ଆମ କଥା ଶୁଣି ମଧ୍ୟ ବୁଝି ପାରି ନ ଥାନ୍ତେ..।🍅

ହୃଦୟ ଖୋଲା ଅଛି.. ,,, ଲୋକ ଆସିବେ ଯିବେ.. !!!ଯିଏ ସତରେ ମୋର.. ,,, ସିଏ ସାଥିରେ ଥିବେ.. !!!
23/08/2023

ହୃଦୟ ଖୋଲା ଅଛି.. ,,,
ଲୋକ ଆସିବେ ଯିବେ.. !!!
ଯିଏ ସତରେ ମୋର.. ,,,
ସିଏ ସାଥିରେ ଥିବେ.. !!!

ଏ ଦୁନିଆରେ ସବୁଠାରୁ କଷ୍ଟ କାମ ହେଲା କାହା ଓଠରେ ଟିକେ ଖୁସି ଦେବା,ଲୁହ ତ ସମସ୍ତେ ଦିଅନ୍ତି ହେଲେ ହସ କେବଳ ସିଏ ହିଁ ଦିଅନ୍ତି..ଯିଏ ଆମକୁ ପ୍ର...
13/08/2023

ଏ ଦୁନିଆରେ ସବୁଠାରୁ କଷ୍ଟ କାମ ହେଲା କାହା ଓଠରେ ଟିକେ ଖୁସି ଦେବା,ଲୁହ ତ ସମସ୍ତେ ଦିଅନ୍ତି ହେଲେ ହସ କେବଳ ସିଏ ହିଁ ଦିଅନ୍ତି..ଯିଏ ଆମକୁ ପ୍ରକୃତ ରେ ଭଲ ପାଆନ୍ତି 🙂

ସମ୍ମାନ ମିଳୁ କି ଅପମାନ , ଦୁଇଟି ଯାକ ଭଲ ହିଁ ହୋଇଥାଏ,କାରଣ ସମ୍ମାନ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଇଥାଏ ଏବଂ ଅପମାନ ଭଲ ବାଟ କୁ ଯିବାକୁ ଶି...
09/08/2023

ସମ୍ମାନ ମିଳୁ କି ଅପମାନ , ଦୁଇଟି ଯାକ ଭଲ ହିଁ ହୋଇଥାଏ,
କାରଣ ସମ୍ମାନ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଇଥାଏ ଏବଂ ଅପମାନ ଭଲ ବାଟ କୁ ଯିବାକୁ ଶିକ୍ଷା ଦେଇଥାଏ |❤️

ନିଜ ପରିଶ୍ରମ ଉପରେ ମୋର ଏତିକି ଭରସା ଅଛି , ଉଡାଣ ଡେରିରେ ହେବ କିନ୍ତୁ ବହୁତ୍ ଉଚ୍ଚରେ ହେବ ❤️
23/06/2023

ନିଜ ପରିଶ୍ରମ ଉପରେ ମୋର ଏତିକି ଭରସା ଅଛି , ଉଡାଣ ଡେରିରେ ହେବ କିନ୍ତୁ ବହୁତ୍ ଉଚ୍ଚରେ ହେବ ❤️

ଖରାପ ସମୟ ଦିନେ ବଦଳିଯିବ କିନ୍ତୁ ବଦଳି ଯାଇଥିବା ଲୋକ ସବୁଦିନ ମନେ ରହିବ !
21/06/2023

ଖରାପ ସମୟ ଦିନେ ବଦଳିଯିବ କିନ୍ତୁ ବଦଳି ଯାଇଥିବା ଲୋକ ସବୁଦିନ ମନେ ରହିବ !

ମନକୁ ବିଚାରି କର୍ମ କର.. !!!ନା କାହାର ଆଶୀର୍ବାଦ ବ୍ୟର୍ଥ ଯାଏ.. ,,, ନା କାହାର ଅଭିଶାପ.. !!!
08/06/2023

ମନକୁ ବିଚାରି କର୍ମ କର.. !!!
ନା କାହାର ଆଶୀର୍ବାଦ ବ୍ୟର୍ଥ ଯାଏ.. ,,,
ନା କାହାର ଅଭିଶାପ.. !!!

26/06/2022

ଜି ହାଁ ମେଂ ହୁଁ ଖଲନାୟକ 😂🤣😂🤣

25/06/2022

Address

Cuttack
Niali

Alerts

Be the first to know and let us send you an email when dasprabhas06 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to dasprabhas06:

Share