Used Four Wheeler Odisha

Used Four Wheeler Odisha Contact information, map and directions, contact form, opening hours, services, ratings, photos, videos and announcements from Used Four Wheeler Odisha, Shopping & retail, Bargarh.

13/05/2023

ଆସନ୍ତା ୨୦-୦୫-୨୦୨୩ ରୁ ଛଅଦିନ ବ୍ୟାପି ବରପାଲି ର ମହାନ ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ପୌରାଣିକ ପର୍ବ ୧୪୬ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ।ଲୋକକଳା, ଲୋକ ସଂସ୍କୃତି ଓ ପ୍ରାଚୀନ ପରମ୍ପରାକୁ ସାର୍ଥକ ଭାବେ ଏହି ପର୍ବରେ ପ୍ରଦର୍ଶନ କରାଯିବ । ବରଗଡ ଜିଲ୍ଲାପ୍ରଶାସନ ତରଫରୁ ଏହି ଉତ୍ସବ କୁ ସଫଳତା ପାଇଁ ଶୁଭ କାମନା l

22/04/2023

ଆସନ୍ତା ମାସ 20 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରସିଦ୍ଧ ବରପାଲି ଶୀତଳଷଷ୍ଠୀ ଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।

23/02/2021
Sonalika 42rx Good condition with clear all paper work
12/06/2020

Sonalika 42rx Good condition with clear all paper work

Address

Bargarh
768028

Website

Alerts

Be the first to know and let us send you an email when Used Four Wheeler Odisha posts news and promotions. Your email address will not be used for any other purpose, and you can unsubscribe at any time.

Share